ମଇଦାନରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅପରାଜିତ ଷଡଙ୍ଗୀ ୱାର୍ଡ଼କୁ ୱାର୍ଡ଼ ବୁଲି ପ୍ରଚାର କରୁଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ରାଜ୍ୟରେ ପରିବର୍ତ୍ତନର ନାରା ନେଇ ସେ ଭୋଟ୍‌ ମାଗୁଛନ୍ତି। ଶ୍ରୀମତୀ ଷଡଙ୍ଗୀ ଆଜି ଇଟିପୁର ପଞ୍ଚାୟତରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଇଛନ୍ତି। ସାଥୀରେ ଅଛନ୍ତି ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଅନ୍ୟମାନେ।  

a

Manoranjan Sial
  • Published: Tuesday, 09 April 2019
  • , Updated: 09 April 2019, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅପରାଜିତ ଷଡଙ୍ଗୀ ୱାର୍ଡ଼କୁ ୱାର୍ଡ଼ ବୁଲି ପ୍ରଚାର କରୁଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ରାଜ୍ୟରେ ପରିବର୍ତ୍ତନର ନାରା ନେଇ ସେ ଭୋଟ୍‌ ମାଗୁଛନ୍ତି।

ଶ୍ରୀମତୀ ଷଡଙ୍ଗୀ ଆଜି ଇଟିପୁର ପଞ୍ଚାୟତରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଇଛନ୍ତି। ସାଥୀରେ ଅଛନ୍ତି ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଅନ୍ୟମାନେ।

 

Related story