୧୦ରୁ ଓଟିଇଟି ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨ ମସିହା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ନିମନ୍ତେ ଆବେଦନ କରିବାକୁ ଆଜି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ ୧୯ତାରିଖ ରାତି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀମାନେ ଏହି ଓଟିଇଟି ପରୀକ୍ଷା ନିମନ୍ତେ ଅନଲାଇନରେ ଆବେଦନ କରିପାରିବେ । ସୂଚନା ଅନୁସାରେ, ଓଟିଇଟି-୨୦୨୨(ଦ୍ୱିତୀୟ ପର୍ଯ୍ୟାୟ) ନିମନ୍ତେ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ […]

OTET

OTET

Ordigital Desk
  • Published: Saturday, 08 October 2022
  • Updated: 08 October 2022, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨ ମସିହା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ନିମନ୍ତେ ଆବେଦନ କରିବାକୁ ଆଜି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ ୧୯ତାରିଖ ରାତି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀମାନେ ଏହି ଓଟିଇଟି ପରୀକ୍ଷା ନିମନ୍ତେ ଅନଲାଇନରେ ଆବେଦନ କରିପାରିବେ ।

ସୂଚନା ଅନୁସାରେ, ଓଟିଇଟି-୨୦୨୨(ଦ୍ୱିତୀୟ ପର୍ଯ୍ୟାୟ) ନିମନ୍ତେ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ ଯୋଗ୍ୟ ପ୍ରାର୍ଥୀମାନେ ବୋର୍ଡର ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଆବେଦନର ଶେଷ ତାରିଖ ୧୯ତାରିଖ ରାତି ୧୧ଟା ୪୫ମିନିଟ୍ ରଖାଯାଇଛି । ସର୍ବନିମ୍ନ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ରଖି ପାସ୍ ସହ ସିଟି କିମ୍ବା ଏଲିମେଂଟାରୀ ଏଜୁକେସନରେ ଡିପ୍ଲୋମା କରିଥିବା ଅବା ତଦୁର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା( ସିଟି ଓ ବିଇଡି) ଥିବା ପ୍ରାର୍ଥୀମାନେ ଏହି ଓଟିଇଟି ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ । ଏହି ଆବେଦନ ସମୟରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀମାନେ ପରୀକ୍ଷା ଫି’ ବାବଦରେ ୪୦୦ଟଙ୍କା ଓ ସାଧାରଣ ବର୍ଗର ପ୍ରାର୍ଥୀମାନେ ୬୦୦ଟଙ୍କା ଦାଖଲ କରିବେ । ଓଟିଇଟି ପରୀକ୍ଷା କେବେ ହେବ ସେ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ୨ଟି ପେପରରେ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story