ଏପ୍ରିଲ ୨୮ରେ ଆହୁରି ୧୦୦ଟି ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ପୁଣି ୧୦୦ଟି ନୂତନ ଗ୍ରାମ୍ୟ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ସଚିବାଳୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଏହି ରାଜ୍ୟ ସ୍ତରୀୟ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହେବ। ଆନନ୍ଦପୁର, ଅନୁଗୋଳ, ବାଲେଶ୍ୱର, ବରଗଡ଼, ବାରିପଦା, ଭୁବନେଶ୍ୱର,ବ୍ରହ୍ମପୁର, ଭଦ୍ରକ, ମାଲକାନଗିରି,ନୂଆପଡ଼ା, ନବରଙ୍ଗପୁର,ଫୁଲବାଣୀ, ପୁରୀ ,ରାଇରଙ୍ଗପୁର, ରାୟଗଡ଼ା, ରାଉରକେଲା,ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନରେ ନିର୍ମାଣ ହୋଇଥିବା ଏହି ପାନୀୟ ଜଳ ଯୋଗାଣ […]

naveen

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 11:20 AM IST

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ପୁଣି ୧୦୦ଟି ନୂତନ ଗ୍ରାମ୍ୟ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ସଚିବାଳୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଏହି ରାଜ୍ୟ ସ୍ତରୀୟ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହେବ। ଆନନ୍ଦପୁର, ଅନୁଗୋଳ, ବାଲେଶ୍ୱର, ବରଗଡ଼, ବାରିପଦା, ଭୁବନେଶ୍ୱର,ବ୍ରହ୍ମପୁର, ଭଦ୍ରକ, ମାଲକାନଗିରି,ନୂଆପଡ଼ା, ନବରଙ୍ଗପୁର,ଫୁଲବାଣୀ, ପୁରୀ ,ରାଇରଙ୍ଗପୁର, ରାୟଗଡ଼ା, ରାଉରକେଲା,ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନରେ ନିର୍ମାଣ ହୋଇଥିବା ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ।

Related story