ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଲୁଚାଇ ରଖିଥିଲେ ମାଓବାଦୀ

ସମ୍ୱଲପୁର: ପୋଲିସକୁ ବଡ଼ ସଫଳତା ମିଳିଛି। ସମ୍ୱଲପୁର ଜିଲ୍ଲା କିସିଣ୍ଡା ଡାଙ୍ଗଟେକା ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଦୁଇଟି ୩୦୩  ରାଇଫଲ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍‌, ୪୮୪ ରାଉଣ୍ଡ ଗୁଳି ଓ ୨ଟି ଟିଫିନ୍‌ ବୋମା ଜବତ ହୋଇଛି। ରାଉରକେଲା-ସମ୍ୱଲପୁର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ଏନେଇ ସମ୍ୱଲପୁର ଏସ୍‌ପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି।

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 05:14 PM IST

Related story