ଏହି କାରଣରୁ ଓଡ଼ିଶାରେ ଦୈନିକ ଯାଉଛି ୧୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ଦୈନିକ ୩୦ରୁ ଅଧିକ ଦୁର୍ଘଟଣା ହେଉଛି। ଏଥିରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଗବେଷଣା ୱିଙ୍ଗ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।  ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଓଡିଶାରେ ୧୧ ହଜାର ୬୪ଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି।  ୨୦୧୮ ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍ […]

ubn

ubn

Tapas Behera
  • Published: Thursday, 22 October 2020
  • Updated: 22 October 2020, 06:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ଦୈନିକ ୩୦ରୁ ଅଧିକ ଦୁର୍ଘଟଣା ହେଉଛି। ଏଥିରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଗବେଷଣା ୱିଙ୍ଗ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।  ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଓଡିଶାରେ ୧୧ ହଜାର ୬୪ଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି।  ୨୦୧୮ ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍ ହୋଇଥିଲେ ମଧ୍ୟ ଅଧିକ ମୃତ୍ୟୁ ହୋଇଛି ।

ସଡକ ଦୁର୍ଘଟଣାରେ ଓଡିଶା ୧୨ତମ ସ୍ଥାନରେ ରହିଛି । ଓଡିଶାରେ ଓଭରସ୍ପିଡ୍ ଯୋଗୁଁ ୭ ହଜାର ୬୩୨ଟି ଦୁର୍ଘଟଣା ହୋଇଛି।  ମଦ୍ୟପାନ କରି ଗାଡିଚାଳନା ଯୋଗୁଁ ୧୦୬୮ ଦୁର୍ଘଟଣା ଘଟିଥିଲା, ଏଥିରେ ୫୦୭ଜଣଙ୍କର ମୃତ୍ୟୁ ହୋଇଛି।  ମଦ୍ୟପାନ କରି ଗାଡିଚଳାଇବା ସମ୍ପର୍କିତ ଦୁର୍ଘଟଣା ମାମଲାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଭୁଲ ପାର୍ଶ୍ୱରେ ଡ୍ରାଇଭିଂ କରିବା ଯୋଗୁଁ ୧୦୪୦ଟି ସଡକ ଦୁର୍ଘଟଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story