ଆସନ୍ତାକାଲି ବସିବ ସିଏମସି କାଉନସିଲ ବୈଠକ

କଟକ: ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ କଟକ ମହାନଗର ନିଗମ (ସିଏମସି)ର କାଉନସିଲ ବୈଠକ ବସିବ। ସିଏମସି ଡେପୁଟି ମେୟର ଅଜୟ ବାରିକ ଏହି ବୈଠକ ଡ଼ାକିଛନ୍ତି। ରାସନ କାର୍ଡ ତାଲିକାରେ ନାଁ ଥିବା ଜଣାପଡିବା ପରେ ସିଏମସି ମେୟର ଅନୀତା ବେହେରା ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାପତ୍ର ଗୃହୀତ କରାଇବା ନେଇ ଏହି ବୈଠକ ଡ଼କାଯାଇଛି।

cuttack

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 03:13 PM IST

Related story