ଆସନ୍ତାକାଲି ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘଣ୍ଟୁଆ, ନିଶାନ, ଢ଼ାପ ଓ ମା’ଙ୍କ ପ୍ରିୟ ଘୁମୁରାର ବାଦ୍ୟାଭ୍ୟାସ ମଧ୍ୟ ହୋଇଛି।  ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି ଓ କୁକୁଡ଼ା ଆଦି ହଜାର ହଜାର ମାତ୍ରାରେ ବଳି ଦେଇଥାନ୍ତି। ବଳି ଯୋଗୁଁ ମାଣିକେଶ୍ୱରୀ ପୀଠ ରକ୍ତ ରଞ୍ଜିତ ହୋଇଥାଏ। ବଳିପ୍ରଥାକୁ ରୋକିବା ପାଇଁ ଜିଲ୍ଲା ଓ ପୋଲିସ୍ ପ୍ରଶାସନ […]

kalahandi

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 03:28 PM IST

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘଣ୍ଟୁଆ, ନିଶାନ, ଢ଼ାପ ଓ ମା’ଙ୍କ ପ୍ରିୟ ଘୁମୁରାର ବାଦ୍ୟାଭ୍ୟାସ ମଧ୍ୟ ହୋଇଛି।

 ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି ଓ କୁକୁଡ଼ା ଆଦି ହଜାର ହଜାର ମାତ୍ରାରେ ବଳି ଦେଇଥାନ୍ତି। ବଳି ଯୋଗୁଁ ମାଣିକେଶ୍ୱରୀ ପୀଠ ରକ୍ତ ରଞ୍ଜିତ ହୋଇଥାଏ। ବଳିପ୍ରଥାକୁ ରୋକିବା ପାଇଁ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

Related story