ମୃତ ଚାଷୀ ଖଇନୁ ବଗର୍ତ୍ତୀଙ୍କ ଘରକୁ ଯାଇ ଅନୁଧ୍ୟାନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବରଗଡ଼: ବରଗଡ଼ ଜିଲ୍ଲା କେନପାଲିର ମୃତ ଚାଷୀ ଖଇନୁ ବଗର୍ତ୍ତୀଙ୍କ ଘରକୁ ଯାଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିଛନ୍ତି। ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ୬ ଜଣିଆ କମିଟି ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ମୃତ ଚାଷୀ ଖଇନଙ୍କ ବିଲକୁ ଯାଇ ଯାଞ୍ଚ କରିଛନ୍ତି। କମିଟିରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ବସନ୍ତ ପଣ୍ଡା, ସୀମାରାଣୀ ନାୟକ, ମୁକ୍ତିକାନ୍ତ ମଣ୍ଡଳ ଓ ସୁକାନ୍ତ କୁମାର ନାୟକ ଅଛନ୍ତି।

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 02:38 PM IST

ବରଗଡ଼: ବରଗଡ଼ ଜିଲ୍ଲା କେନପାଲିର ମୃତ ଚାଷୀ ଖଇନୁ ବଗର୍ତ୍ତୀଙ୍କ ଘରକୁ ଯାଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିଛନ୍ତି। ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ୬ ଜଣିଆ କମିଟି ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ମୃତ ଚାଷୀ ଖଇନଙ୍କ ବିଲକୁ ଯାଇ ଯାଞ୍ଚ କରିଛନ୍ତି।

କମିଟିରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ବସନ୍ତ ପଣ୍ଡା, ସୀମାରାଣୀ ନାୟକ, ମୁକ୍ତିକାନ୍ତ ମଣ୍ଡଳ ଓ ସୁକାନ୍ତ କୁମାର ନାୟକ ଅଛନ୍ତି।

Related story