‘ସିଲାବସ୍ ସଂଶୋଧନ ଓ ନୂଆ କୋର୍ସ ଖୋଲିବା ଉପରେ ଗୁରୁତ୍ୱ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ନୂଆ କୂଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅଟଳ ଚୌଧୁରୀ। ଆଜି ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ କୋଲକାତା ଯାଦବପୁର ୟୁନିଭର୍ସିଟିର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ସେ କହିଛନ୍ତି-“ସିଲାବସ୍ ସଂଶୋଧନ ଓ ନୂଆ କୋର୍ସ ଖୋଲିବା ଉପରେ ଗୁରୁତ୍ୱ ଦେବି। ସେହିପରି ଥ୍ରୀ ଆର୍ ରିସର୍ଚ୍ଚ, ରିସୋର୍ସ ଓ ରାଙ୍କକୁ ଲାଗୁ କରିବି।”

atal choudhary appointed as a vc of vir surendra sai university

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ନୂଆ କୂଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅଟଳ ଚୌଧୁରୀ। ଆଜି ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ କୋଲକାତା ଯାଦବପୁର ୟୁନିଭର୍ସିଟିର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ସେ କହିଛନ୍ତି-“ସିଲାବସ୍ ସଂଶୋଧନ ଓ ନୂଆ କୋର୍ସ ଖୋଲିବା ଉପରେ ଗୁରୁତ୍ୱ ଦେବି। ସେହିପରି ଥ୍ରୀ ଆର୍ ରିସର୍ଚ୍ଚ, ରିସୋର୍ସ ଓ ରାଙ୍କକୁ ଲାଗୁ କରିବି।”

Related story