ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଆଠଗଡ଼ ଡାକ୍ତରଖାନାରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଡାକ୍ତରମାନେ ଆଉଟ୍‌ ଡୋର୍‌ରେ  ରୋଗୀ ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ୱିତ ରାତିରେ  ଡାକ୍ତର ଚନ୍ଦନ ଗଡ଼ନାୟକଙ୍କୁ ଆଠଗଡ଼ ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିବା ଅଭିଯୋଗ  ହୋଇଛି। ସଂପୃକ୍ତ ଡାକ୍ତର ଆଠଗଡ଼ ଥାନାରେ ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।

athagada

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 03:18 PM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଡାକ୍ତରମାନେ ଆଉଟ୍‌ ଡୋର୍‌ରେ  ରୋଗୀ ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ବିଳମ୍ୱିତ ରାତିରେ  ଡାକ୍ତର ଚନ୍ଦନ ଗଡ଼ନାୟକଙ୍କୁ ଆଠଗଡ଼ ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିବା ଅଭିଯୋଗ  ହୋଇଛି। ସଂପୃକ୍ତ ଡାକ୍ତର ଆଠଗଡ଼ ଥାନାରେ ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।

Related story