ଆଠଗଡ ଉପଜିଲ୍ଲାପାଳଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ଆଠଗଡ:ଆଠଗଡ ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ନାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ତାଙ୍କ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ପିଅନଙ୍କ ପତ୍ନୀ ଓ ଝିଅ ଏ ସଂପର୍କରେ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏ ପର୍ଯ୍ୟନ୍ତ ଏତଲା ପଞ୍ଜିକରଣ ହୋଇନାହିଁ। ଅଭିଯୋଗ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ଆଠଗଡ ଉପ ଜିଲ୍ଲାପାଳ।

athagard

Rakesh Mallick
  • Published: Wednesday, 13 May 2015
  • , Updated: 14 May 2015, 01:54 AM IST

Related story