ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ : ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଓ ଭିଣୋଇଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଓ ଭିଣୋଇ ବିକ୍ରମ ଦିୱାନଙ୍କୁ ଗୁରୁବାର ଜେରା କରିଛି ସିବିଆଇ। ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସର  ସେ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇଛି।

preeti

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 11:44 AM IST

Related story