ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଆଜି ପୁଣିଥରେ ସିବିଆଇ ପାଖରେ ହାଜର ହୋଇଛନ୍ତି।
ଗୁରୁବାର ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଓ ଭିଣୋଇ ବିକ୍ରମ ଦିୱାନଙ୍କୁ ଗୁରୁବାର ଜେରା କରିଛି ସିବିଆଇ। ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସର ସେ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।