ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା : ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ପୁଣି ସିବିଆଇରେ ହାଜର

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଆଜି ପୁଣିଥରେ ସିବିଆଇ ପାଖରେ ହାଜର ହୋଇଛନ୍ତି। ଗୁରୁବାର ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଓ ଭିଣୋଇ ବିକ୍ରମ ଦିୱାନଙ୍କୁ ଗୁରୁବାର ଜେରା କରିଛି ସିବିଆଇ। ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସର  ସେ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇଥିଲା

preeti

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 08:31 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଆଜି ପୁଣିଥରେ ସିବିଆଇ ପାଖରେ ହାଜର ହୋଇଛନ୍ତି।

ଗୁରୁବାର ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଓ ଭିଣୋଇ ବିକ୍ରମ ଦିୱାନଙ୍କୁ ଗୁରୁବାର ଜେରା କରିଛି ସିବିଆଇ। ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସର  ସେ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇଥିଲା

Related story