ଧରାପଡ଼ିଲା ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌: ୧୬ ଲକ୍ଷ ଟଙ୍କା ଜବତ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ହୋଇଥିବା ସିରିଜ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ମାଷ୍ଟର ମାଇଣ୍ଡ ଅଜୟ କୁମାର ମହାନ୍ତି ସହିତ ଆଉ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏହି ଏଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ନିକଟରୁ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି। ଗତକାଲି ବାଲେଶ୍ୱର ଏସ୍‌ପି ବି. […]

777

777

Jitendra Garnayak
  • Published: Monday, 01 April 2019
  • Updated: 01 April 2019, 03:32 PM IST

Sports

Latest News

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ହୋଇଥିବା ସିରିଜ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ମାଷ୍ଟର ମାଇଣ୍ଡ ଅଜୟ କୁମାର ମହାନ୍ତି ସହିତ ଆଉ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି।

ଏହି ଏଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ନିକଟରୁ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି।

ଗତକାଲି ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story