ଧରାପଡ଼ିଲା ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍: ୧୬ ଲକ୍ଷ ଟଙ୍କା ଜବତ
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ହୋଇଥିବା ସିରିଜ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ମାଷ୍ଟର ମାଇଣ୍ଡ ଅଜୟ କୁମାର ମହାନ୍ତି ସହିତ ଆଉ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏହି ଏଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ନିକଟରୁ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି। ଗତକାଲି ବାଲେଶ୍ୱର ଏସ୍ପି ବି. […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ହୋଇଥିବା ସିରିଜ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ମାଷ୍ଟର ମାଇଣ୍ଡ ଅଜୟ କୁମାର ମହାନ୍ତି ସହିତ ଆଉ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି।
ଏହି ଏଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ନିକଟରୁ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି।
ଗତକାଲି ବାଲେଶ୍ୱର ଏସ୍ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ।