ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା (ସଞ୍ଜୀବ କୁମାର ନାୟକ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସିପୁର ବଜାର ଉପରେ ଥିବା ଏଟିଏମକୁ ତାଡ଼ି ନେଇଛନ୍ତି ଲୁଟେରା। ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଭଙ୍ଗାରୁଜା କରିବା ସହ ଏଟିଏମ୍‌  ତାଡ଼ି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

rttty8999

Tapaswini Nayak
  • Published: Monday, 12 November 2018
  • , Updated: 12 November 2018, 02:54 PM IST

ଖୋର୍ଦ୍ଧା (ସଞ୍ଜୀବ କୁମାର ନାୟକ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସିପୁର ବଜାର ଉପରେ ଥିବା ଏଟିଏମକୁ ତାଡ଼ି ନେଇଛନ୍ତି ଲୁଟେରା। ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଭଙ୍ଗାରୁଜା କରିବା ସହ ଏଟିଏମ୍‌  ତାଡ଼ି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://youtu.be/9xr1le0R5Cw

Related story