ଧରା ପଡ଼ିଲା ଏଟିଏମ୍ ଲୁଟେରା, ବୃଦ୍ଧବୃଦ୍ଧାଙ୍କୁ କରୁଥିଲା ଟାର୍ଗେଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜଣେ କୁଖ୍ୟାତ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ ‌। ତାଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି‌। ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି‌। ମିଳିଥିବା ସୂଚନା ମୁତାବକ, ଲୁଟେରାଜଣକ ବୃଦ୍ଧବୃଦ୍ଧାଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ଏଟିଏମ୍ କାର୍ଡ ହାତେଇ ନେଉଥିଲେ। ଏହାପରେ  ବେଶ ଚାଲାକରେ ଆକାଉଣ୍ଟରେ କଳାକନା ବୁଲାଇ ଦେଉଥିବା ଜଣାପଡିଛି।

loot-bid00088888888888

Tapaswini Nayak
  • Published: Tuesday, 29 September 2020
  • , Updated: 29 September 2020, 02:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜଣେ କୁଖ୍ୟାତ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ ‌। ତାଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି‌। ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି‌।

ମିଳିଥିବା ସୂଚନା ମୁତାବକ, ଲୁଟେରାଜଣକ ବୃଦ୍ଧବୃଦ୍ଧାଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ଏଟିଏମ୍ କାର୍ଡ ହାତେଇ ନେଉଥିଲେ। ଏହାପରେ  ବେଶ ଚାଲାକରେ ଆକାଉଣ୍ଟରେ କଳାକନା ବୁଲାଇ ଦେଉଥିବା ଜଣାପଡିଛି।

Related story