ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଅମୀର ଖାଁ। ଯାହାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଅମୀର କୌଣସି କାମରେ ଆସି ଷ୍ଟେସନ ନିକଟ ହୋଟେଲ ସ୍ୱସ୍ତିକରେ ରହୁଥିଲେ। ଶନିବାର ରାତିରେ କିଛି ଦୃବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ତାକୁ […]

rkl

rkl

Tapaswini Nayak
  • Published: Sunday, 22 November 2020
  • Updated: 22 November 2020, 02:14 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଅମୀର ଖାଁ। ଯାହାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଅମୀର କୌଣସି କାମରେ ଆସି ଷ୍ଟେସନ ନିକଟ ହୋଟେଲ ସ୍ୱସ୍ତିକରେ ରହୁଥିଲେ। ଶନିବାର ରାତିରେ କିଛି ଦୃବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ତାକୁ ହୋଟେଲ ସମ୍ମୁଖରେ ଆକ୍ରମଣ କରିଥିଲେ।

ଅଚେତ ହୋଇ ଯୁବକ ଜଣକ ହୋଟେଲ ସମ୍ମୁଖରେ ପଡ଼ିଥିଲେ। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ଆହତ ଯୁବକଙ୍କୁ ହସ୍ପିଟାଲ ପହଞ୍ଚାଇ ତଦନ୍ତ କରୁଛନ୍ତି। ତେବେ ଆକ୍ରମଣର କାରଣ ଜଣା ପଡ଼ିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story