ଗ୍ୟାଙ୍ଗଷ୍ଟାରର ଭାଇଙ୍କୁ ହାଣି ଦେଲେ

ବାଲେଶ୍ୱର: ଗ୍ୟାଙ୍ଗ୍‌ଷ୍ଟାର ପାପା ପଣ୍ଡାର ଭାଇ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଓଟି ରୋଡ୍ ଇଲେକ୍ଟ୍ରି ଅଫିସ୍ ଛକରେ ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ।  ତାଙ୍କ ନାଁ କୁନୁ। ତାଙ୍କ ମୁହଁ ଓ ମୁଣ୍ଡକୁ ବୀଭତ୍ସ ଭାବେ ହଣା ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

beaten

Rakesh Mallick
  • Published: Wednesday, 24 January 2018
  • , Updated: 24 January 2018, 02:34 PM IST

Related story