ଅଟୋ ଓଲଟି ୭ ଆହତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନୀଳଗିରିରୁ ରାବଣ ପୋଡ଼ି ଦେଖି ଫେରୁଥିବା ବେଳେ ଅଟୋ ଓଲଟି ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାନ୍ନ ରହିଥିବା ଜଣାପଡ଼ିଛି। ଆଜି ଆମ୍ବଝର ଗାଁର ୭ ଜଣ ଲୋକ ରାବଣ ପୋଡ଼ି ଦେଖିବାକୁ ନୀଳଗିରି ଯାଇଥିଲେ। ରାବଣପୋଡ଼ି ଦେଖି ଘରକୁ ଫେରୁଥିବା ବେଳେ ପୋଡ଼ାଶୂଳ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟିଲା ପଡ଼ିଥିଲା। ଫଳରେ ଅଟୋରେ ବସିଥିବା […]

auto accident

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 06:31 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନୀଳଗିରିରୁ ରାବଣ ପୋଡ଼ି ଦେଖି ଫେରୁଥିବା ବେଳେ ଅଟୋ ଓଲଟି ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାନ୍ନ ରହିଥିବା ଜଣାପଡ଼ିଛି।

ଆଜି ଆମ୍ବଝର ଗାଁର ୭ ଜଣ ଲୋକ ରାବଣ ପୋଡ଼ି ଦେଖିବାକୁ ନୀଳଗିରି ଯାଇଥିଲେ। ରାବଣପୋଡ଼ି ଦେଖି ଘରକୁ ଫେରୁଥିବା ବେଳେ ପୋଡ଼ାଶୂଳ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟିଲା ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ୭ ଜଣ ଆହତ ହୋଇଥିଲେ।

Related story