ଅଟୋରୁ ପଡ଼ି ଛାତ୍ର ଗୁରୁତର

କାମାକ୍ଷାନଗର: ସ୍କୁଲରୁ ଅଟୋରେ ଘରକୁ ଫେରୁଥିବା ବେଳେ ଆଜି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର ଜଣଙ୍କ ହେଲେ କାମାକ୍ଷାନଗର ଅରବିନ୍ଦ ଶିକ୍ଷାକେନ୍ଦ୍ରର ଶିବମ୍‌ ପଟ୍ଟନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅଧତକ ଜଟିଳ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଟୋରୁ ଖସି ପଡିବା ପରେ ତାଙ୍କ ଦୁଇ ଗୋଡ ଓ ଅଣ୍ଡକୋଷରେ ଗଭୀର ଆଘାତ ଲାଗିଛି।

kamakhyanagar

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 10:23 PM IST

Related story