ଆୟୋଜନ କରୁଥିଲେ ସୁରବାବା ବିଳାସପୂର୍ଣ୍ଣ ରଥଯାତ୍ରା
ଭୁବନେଶ୍ୱର: ସୁରବାବା ପ୍ରତିବର୍ଷ ଏକ ବିଳାସପୂର୍ଣ୍ଣ ରଥଯାତ୍ରାରେ ପୁରୀ ଯାତ୍ରା କରନ୍ତି। ଶହ ଶହ ଭକ୍ତ ତଥା ତାଙ୍କ ଲାଲ ବାହିନୀଙ୍କ ଗହଣରେ ଏହି ରଥ ଝିଇଁଣ୍ଟି ଶାସନ ଆଶ୍ରମରୁ ବାଲିପାଟଣା, ନିମାପଡ଼ା, କୋଣାର୍କ ଦେଇ ପୁରୀ ଯାଇଥାଏ। ସେଠାରୁ ପୁଣି ସାକ୍ଷୀଗୋପାଳ, ପିପିଲି ଓ ଉତ୍ତରା ହୋଇ ରଥ ଆଶ୍ରମକୁ ଫେରିଥାଏ। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି। ସୁର ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପରେ ରଥାରୂଢ଼ କରାଯାଇଥାଏ। ଏହି ସୁସଜ୍ଜିତ ରଥରେ […]
ଭୁବନେଶ୍ୱର: ସୁରବାବା ପ୍ରତିବର୍ଷ ଏକ ବିଳାସପୂର୍ଣ୍ଣ ରଥଯାତ୍ରାରେ ପୁରୀ ଯାତ୍ରା କରନ୍ତି। ଶହ ଶହ ଭକ୍ତ ତଥା ତାଙ୍କ ଲାଲ ବାହିନୀଙ୍କ ଗହଣରେ ଏହି ରଥ ଝିଇଁଣ୍ଟି ଶାସନ ଆଶ୍ରମରୁ ବାଲିପାଟଣା, ନିମାପଡ଼ା, କୋଣାର୍କ ଦେଇ ପୁରୀ ଯାଇଥାଏ। ସେଠାରୁ ପୁଣି ସାକ୍ଷୀଗୋପାଳ, ପିପିଲି ଓ ଉତ୍ତରା ହୋଇ ରଥ ଆଶ୍ରମକୁ ଫେରିଥାଏ। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି। ସୁର ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପରେ ରଥାରୂଢ଼ କରାଯାଇଥାଏ। ଏହି ସୁସଜ୍ଜିତ ରଥରେ ଏକ ହୁଇଲ ଚେୟାରରେ ବସିଥାନ୍ତି ସୁରବାବା। ଏହି ରଥଯାତ୍ରା ହିଁ ତ୍ରାହି ଆଚ୍ୟୁତ ଆଶ୍ରମର ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ।