ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ: ତଥ୍ୟ ସଂଗ୍ରହ କରିବେ ସରକାରୀ ଓକିଲ

କଟକ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ନେଲା ନୂଆ ମୋଡ଼। ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅଭିନେତା […]

prakruti-2

prakruti-2

Niranjan Mishra
  • Published: Tuesday, 13 September 2022
  • Updated: 13 September 2022, 06:49 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ନେଲା ନୂଆ ମୋଡ଼। ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।

ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅଭିନେତା ବାବୁଶାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ଏତଲା ଆଧାରରେ ଆବଶ୍ୟକୀୟ ଦଫା ଲଗାଇ ନ ଥିବା ଓ ତଦନ୍ତରେ ନିଷ୍କ୍ରିୟତା ଦେଖାଇଥିବା ପ୍ରକୃତି ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ। କୋର୍ଟ ପ୍ରକୃତିଙ୍କ ଆବେଦନକୁ ଗ୍ରହଣ କରିବା ସହ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରିବା ନିମନ୍ତେ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସୂଚନା ଥାଉକି, କିଛିମାସ ତଳେ ବାବୁଶାନ-ତୃପ୍ତିଙ୍କ ବୈବାହିତ ଜୀବନରେ ପ୍ରକୃତିଙ୍କ ଏଣ୍ଟ୍ରିକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଦାମ୍ପତ୍ୟ ଜୀବନରେ ପ୍ରକୃତିଙ୍କ ଏଣ୍ଟ୍ରିକୁ ନେଇ ବାରମ୍ବାର ତୃପ୍ତି ବିରୋଧ ସତ୍ତ୍ୱେ ବାବୁଶାନ ଶୁଣି ନ ଥିଲେ। ଯାହା ପରେ ତିନି ଜଣଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story