‘ପାଣ୍ଡିଆନଙ୍କ ଭୂମିକାର ସିବିଆଇ କିମ୍ବା ଇଡି ଦ୍ୱାରା ଯାଞ୍ଚ କରାଯାଉ’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ ।ପାଣ୍ଡିଆନ୍‌ଙ୍କ ଭୂମିକା ସମ୍ପର୍କରେ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ ।ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା […]

khola

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 08:05 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ ।ପାଣ୍ଡିଆନ୍‌ଙ୍କ ଭୂମିକା ସମ୍ପର୍କରେ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ ।ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା ତଥା ଜାତୀୟ ରାଜନୀତି ସମ୍ପର୍କରେ ଓଟିଭି ଖୋଲା କଥାରେ ସେ ମତ ରଖିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ରାତି ୧୦ଟା ଓଟିଭିରେ ଖୋଲାକଥା କାର୍ଯ୍ୟକ୍ରମ ଦେଖିପାରିବେ। ଏଥିରେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ପଣ୍ଡାଙ୍କ ସାକ୍ଷାତକାର ନେଇଛନ୍ତି ।

Related story