କେନ୍ଦ୍ର ଓ ରାଜ୍ୟରେ ବିଜେପି ବଢ଼ୁଛି: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏକଜିଟ୍ ପୋଲ ଆକଳନ ସବୁବେଳେ ଭୁଲ୍ ହୋଇ ନଥାଏ। ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି। ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବହୁତ ବଢୁଛି। ଅନ୍ୟ ଦଳଗୁଡ଼ିକ କମୁଛି। ଏକଜିଟ୍ ପୋଲର ଏହି ଆକଳନରେ ମୁଁ ଏକମତ। ମୁଁ କେନ୍ଦ୍ରାପଡ଼ା ପାଇଁ ନୂଆ […]

baijayanta

baijayanta

Tapas Behera
  • Published: Monday, 20 May 2019
  • Updated: 20 May 2019, 03:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏକଜିଟ୍ ପୋଲ ଆକଳନ ସବୁବେଳେ ଭୁଲ୍ ହୋଇ ନଥାଏ। ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି।

ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବହୁତ ବଢୁଛି। ଅନ୍ୟ ଦଳଗୁଡ଼ିକ କମୁଛି। ଏକଜିଟ୍ ପୋଲର ଏହି ଆକଳନରେ ମୁଁ ଏକମତ। ମୁଁ କେନ୍ଦ୍ରାପଡ଼ା ପାଇଁ ନୂଆ ମୁହଁ ନୁହେଁ। ମୋର ଲୋକଙ୍କ ଉପରେ ଭରସା ଅଛି। ସେମାନଙ୍କର ବି ମୋ ଉପରେ ଭରସା ରହିଛି ବୋଲି ବୈଜୟନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story