ଜଙ୍ଗଲ ଛାଡ଼ି ଗାଁରେ ପଶିଲା ଭାଲୁ, ଜଣଙ୍କୁ କଲା ଘାଇଲା

Ordigital Desk
  • Published: Friday, 19 May 2017
  • , Updated: 19 May 2017, 10:14 AM IST
<p>[vc_row][vc_column][vc_video link=&quot;: ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ରାକ୍ସିମୁଣ୍ଡା ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।</p> <p>ଗାଁରେ ଲୁଚି ରହିଥିବା ଭାଲୁକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।[/vc_column_text][/vc_column][/vc_row]</p>

Related story