ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ, ୨୦ ଗୁରୁତର

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଓଲଟିଲା ଯାତ୍ରୀବାହୀ ବସ୍, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଘଟଣ ଘଟଣା ଘଟିଛି ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ। ଯେଉଁଠାରେ ଏହି ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣା ସ୍ଥଳରେ ହିଁ ଜଣେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବସଟି ଭବାନୀପାଟଣାରୁ ରାଜ ଖରିଆର ଅଭିମୁଖେ ଯାଉଥିଲା। ଏହି ଅଘଟଣ ଖବର ପାଇଁ ସିନ୍ଧେକେଲା ପୁଲିସ୍ ଘଟଣାସ୍ଥଳରେ […]

Titilagarh-Accident

Titilagarh-Accident

Ranjit Kumar Jena
  • Published: Saturday, 27 March 2021
  • Updated: 27 March 2021, 09:00 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଓଲଟିଲା ଯାତ୍ରୀବାହୀ ବସ୍, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଘଟଣ ଘଟଣା ଘଟିଛି ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ। ଯେଉଁଠାରେ ଏହି ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣା ସ୍ଥଳରେ ହିଁ ଜଣେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ବସଟି ଭବାନୀପାଟଣାରୁ ରାଜ ଖରିଆର ଅଭିମୁଖେ ଯାଉଥିଲା। ଏହି ଅଘଟଣ ଖବର ପାଇଁ ସିନ୍ଧେକେଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। ଆଗକୁ ଆହତ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story