ବାଲେଶ୍ୱର: ବସ୍ ଓଲଟି ୧୫ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରୂପସା ଥାନା ଧାଡ଼ିପୋଲ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍  ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗରୁତର  ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗ କାନ୍ଥିରୁ ବସ୍‌ଟି ବାଲେଶ୍ୱର ଆସୁଥିବା ବେଳେ ଧାଡ଼ିପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବସରେ ୫୦ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି।

bus accident

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 02:47 PM IST

Related story