ବାଲେଶ୍ୱର: ହାତୀ ଆକ୍ରମଣରେ ୨ମହିଳା ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ନିକଟ ଗୋଡ଼ିଖୋଳାରେ ଦନ୍ତାହାତୀ ଆକ୍ରମଣରେ  ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଜଣେ ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଡ଼ିଖୋଳା ଗାଁର ୪ଜଣ ନିକଟସ୍ଥ କଣ୍ଟାବଣିଆରେ ସରସ୍ୱତୀ ପୂଜାଦେଖି ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ବେଳେ ହାତୀ ଦୁଇଜଣଙ୍କୁ ଆକ୍ରମଣ କରି ମାରି ଦେଇଥିଲା।  ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

hati

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 04:25 AM IST

Related story