ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାବେଲୁ ଘାଟିରେ ବଳାତ୍କାର ପରେ ହତ୍ୟା କରି ଅଳଙ୍କାର ଲୁଟ୍‌ ଅଭିଯୋଗରେ ପୋଲିସ୍‌ ପିଲଟ ବଳିଆରସିଂଙ୍କୁ ଗିରଫ କରିଛି। ଗତ ୧୯ ତାରିଖରେ ଋତୁଙ୍ଗିଆ ପଞ୍ଚାୟତ ସରୁଳେଇ ଗ୍ରାମର ଜଣେ ମହିଳା ଘାଟି ରାସ୍ତାରେ ଏକୁଟିଆ ଯାଉଥିଲେ। ଏହି ସମୟରେ ବଉଡଙ୍ଗିଆ ଗ୍ରାମର ବଳିଆରସିଂ ସମ୍ପୃକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ସବୁ ଗହଣା ଲୁଟି ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅଭିଯୋଗ ହେବା […]

rapest

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 03:39 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାବେଲୁ ଘାଟିରେ ବଳାତ୍କାର ପରେ ହତ୍ୟା କରି ଅଳଙ୍କାର ଲୁଟ୍‌ ଅଭିଯୋଗରେ ପୋଲିସ୍‌ ପିଲଟ ବଳିଆରସିଂଙ୍କୁ ଗିରଫ କରିଛି।

ଗତ ୧୯ ତାରିଖରେ ଋତୁଙ୍ଗିଆ ପଞ୍ଚାୟତ ସରୁଳେଇ ଗ୍ରାମର ଜଣେ ମହିଳା ଘାଟି ରାସ୍ତାରେ ଏକୁଟିଆ ଯାଉଥିଲେ। ଏହି ସମୟରେ ବଉଡଙ୍ଗିଆ ଗ୍ରାମର ବଳିଆରସିଂ ସମ୍ପୃକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ସବୁ ଗହଣା ଲୁଟି ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ୩ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି।

Related story