ରିଓ ଅଲିମ୍ପିକ୍‌ ପ୍ରତିଯୋଗୀଙ୍କୁ ବାଲୁକା କଳା ମାଧ୍ୟମରେ  ଶୁଭେଚ୍ଛା

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ା ମହାକୁମ୍ଭ ରିଓ ଅଲିମ୍ପିକ୍‌ ଉଦ୍‌ଘାଟିତ ହୋଇଛି। ଏ ଅବସରରେ ୬ ଓଡ଼ିଆ ଖେଳାଳିଙ୍କ ସମେତ ଭାରତର ସମସ୍ତ ଅଲିମ୍ପିକ୍‌ ପ୍ରତିଯୋଗୀମାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁବଳ ମହାରଣା ଶୁଭେଚ୍ଛା ଜଣାଇଛନ୍ତି।  ସୁବଳ ତାଙ୍କ ବାଲୁକା କଳାରେ ରିଓ ଅଲିମ୍ପିକ୍‌ ୨୦୧୬ର ଲୋଗୋ ସହିତ ବିଭିନ୍ନ କ୍ରୀଡାର ଛବି ମଧ୍ୟ ଚିତ୍ରିତ କରିଛନ୍ତି।

baluka

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 08:38 AM IST

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ା ମହାକୁମ୍ଭ ରିଓ ଅଲିମ୍ପିକ୍‌ ଉଦ୍‌ଘାଟିତ ହୋଇଛି। ଏ ଅବସରରେ ୬ ଓଡ଼ିଆ ଖେଳାଳିଙ୍କ ସମେତ ଭାରତର ସମସ୍ତ ଅଲିମ୍ପିକ୍‌ ପ୍ରତିଯୋଗୀମାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁବଳ ମହାରଣା ଶୁଭେଚ୍ଛା ଜଣାଇଛନ୍ତି।

 ସୁବଳ ତାଙ୍କ ବାଲୁକା କଳାରେ ରିଓ ଅଲିମ୍ପିକ୍‌ ୨୦୧୬ର ଲୋଗୋ ସହିତ ବିଭିନ୍ନ କ୍ରୀଡାର ଛବି ମଧ୍ୟ ଚିତ୍ରିତ କରିଛନ୍ତି।

Related story