ଅଫିସ୍ ହେଉ ବା ମିଟିଂ, ସବୁଠି ପ୍ଲାଷ୍ଟିକକୁ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏଣିକି  ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅଫିସ୍‌ରେ ଓ ବିଭିନ୍ନ ମିଟିଂରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ, ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ […]

plastic-1-2

plastic-1-2

Niharika Rout
  • Published: Wednesday, 25 September 2019
  • Updated: 25 September 2019, 10:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏଣିକି  ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅଫିସ୍‌ରେ ଓ ବିଭିନ୍ନ ମିଟିଂରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ, ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ ଫାଇଲ୍, ବ୍ୟାନର, ପୋଷ୍ଟର ମଧ୍ୟ ନ ଲଗାବାକୁ ମଧ୍ୟ ନିର୍ଦ୍ଦେଶ ରହିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos