ବେଙ୍ଗଲୀ ଯୁବତୀଙ୍କ ସମେତ ୨ ଗିରଫ, ଗଞ୍ଜେଇ ଜବତ

ଭୁବନେଶ୍ୱର: ଗଞ୍ଜେଇ କାରବାର ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ଆଜି ପାଣ୍ଡରାରୁ ଜଣେ ବେଙ୍ଗଲୀ ଯୁବତୀଙ୍କ ସମେତ ଦୁଇ ଗିରଫ କରିଛି। ଯୁବତୀଙ୍କଠାରୁ ୩୫ କେଜି ଗଞ୍ଜେଇ ପୋଲିସ୍‌ ଜବତ କରିଛି। ଏମାନେ କାରରେ ପୁରୀ ଯାଉଥିବା ବେଳେ ପୋଲିସ୍‌ ଗିରଫ କରିଛି। ପୂର୍ବରୁ ଏହି ଯୁବତୀ ଜଣକ ସେକ୍ସ କାରବାରରେ ଗିରଫ ହୋଇଥିଲେ।

model

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 08:28 PM IST

ଭୁବନେଶ୍ୱର: ଗଞ୍ଜେଇ କାରବାର ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ଆଜି ପାଣ୍ଡରାରୁ ଜଣେ ବେଙ୍ଗଲୀ ଯୁବତୀଙ୍କ ସମେତ ଦୁଇ ଗିରଫ କରିଛି। ଯୁବତୀଙ୍କଠାରୁ ୩୫ କେଜି ଗଞ୍ଜେଇ ପୋଲିସ୍‌ ଜବତ କରିଛି। ଏମାନେ କାରରେ ପୁରୀ ଯାଉଥିବା ବେଳେ ପୋଲିସ୍‌ ଗିରଫ କରିଛି।

ପୂର୍ବରୁ ଏହି ଯୁବତୀ ଜଣକ ସେକ୍ସ କାରବାରରେ ଗିରଫ ହୋଇଥିଲେ।

Related story