ବାପି ସର୍ଖେଲ ଅସୁସ୍ଥ, ଏସ୍‌ସିବିରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

କଟକ: ସିୱେଜ୍ ସିପିଂ କର୍ପୋରେସନ୍ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲ୍‌ରେ ଥିବା ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। କାର୍ଡିଓଲୋଜି ବିଭାଗରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ପରେ ତାଙ୍କୁ ପୁଣି ଚୌଦ୍ୱାର ଜେଲ୍‌କୁ ଫେରାଇ ନିଆଯାଇଛି। ଜାମିନ ପାଇଁ ଆଜି ବାପି ହାଇକୋର୍ଟରେ ଆବେଦନ କରିଛନ୍ତି। ନଭେମ୍ବର ୧୮ ତାରିଖରେ ବାପିଙ୍କୁ ଗିରଫ କରାଯାଇଥିଲା। […]

bapisarkhel

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 08:46 PM IST

କଟକ: ସିୱେଜ୍ ସିପିଂ କର୍ପୋରେସନ୍ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲ୍‌ରେ ଥିବା ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। କାର୍ଡିଓଲୋଜି ବିଭାଗରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ପରେ ତାଙ୍କୁ ପୁଣି ଚୌଦ୍ୱାର ଜେଲ୍‌କୁ ଫେରାଇ ନିଆଯାଇଛି।

ଜାମିନ ପାଇଁ ଆଜି ବାପି ହାଇକୋର୍ଟରେ ଆବେଦନ କରିଛନ୍ତି।

ନଭେମ୍ବର ୧୮ ତାରିଖରେ ବାପିଙ୍କୁ ଗିରଫ କରାଯାଇଥିଲା। ସୋମବାର ଜଗତସିଂହପୁର ଜିଲ୍ଲା ଦୌରାଜଜ୍ ତାଙ୍କ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Related story