ବରଗଡ: ବିଦ୍ୟୁତ ଆଘାତରେ ଛାତ୍ର ମୃତ

ବରଗଡ: ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିରମାଲ ପଞ୍ଚାୟତରେ ଥିବା ପିପିଲିପାଲି ୟୁପି ସ୍କୁଲକୁ ଯାଇଥିବା ଜଣେ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦ୍ରମଣି ସାହୁ(୯) । ସେ ଖାଇବା ଛୁଟିରେ ସ୍କୁଲ ପାଚେରୀ ଡେଇଁ କିଛି ଛାତ୍ରଙ୍କ ସହ ପିଜୁଳି ଖାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ମୃତ ଚନ୍ଦ୍ରମଣିଙ୍କ ବାପା ଡୋଳମଣିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ […]

sisu

sisu

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 01:00 PM IST

Sports

Latest News

ବରଗଡ: ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିରମାଲ ପଞ୍ଚାୟତରେ ଥିବା ପିପିଲିପାଲି ୟୁପି ସ୍କୁଲକୁ ଯାଇଥିବା ଜଣେ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦ୍ରମଣି ସାହୁ(୯) । ସେ ଖାଇବା ଛୁଟିରେ ସ୍କୁଲ ପାଚେରୀ ଡେଇଁ କିଛି ଛାତ୍ରଙ୍କ ସହ ପିଜୁଳି ଖାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ମୃତ ଚନ୍ଦ୍ରମଣିଙ୍କ ବାପା ଡୋଳମଣିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ମୃତ ଚନ୍ଦ୍ରମଣି କିଛି ସାଙ୍ଗଙ୍କ ସହ ମିଶି ପିଜୁଳି ଖାଇବାକୁ ଚାଲିଯାଇଥିଲେ । ଖେଳଛୁଟି ପରେ ସବୁ ପିଲା ସ୍କୁଲକୁ ଫେରି ଆସିଥିଲେ । ତେବେ ଜଣେ ପିଲା ଆସି ନ ଥିବା ଜାଣି ଶିକ୍ଷକମାନେ ପଚରାଉଚରା କରିଥିଲେ । ସେତେବେଳେ ପିଜୁଳି ଗଛ ପାଖରେ ଏକ ପିଲା ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଜାଣି ଶିକ୍ଷକମାନେ ସେଠାକୁ ଯାଇଥିଲେ । ଶିକ୍ଷକମାନେ ସେଠାରୁ ଚନ୍ଦ୍ରମଣିକୁ ଉଦ୍ଧାର କରି ବରଗଡ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଚନ୍ଦ୍ରମଣିଙ୍କ ହାତ ପାପୁଲିରେ କଳାଦାଗ ରହିଛି । ପିଜୁଳି ତୋଳିବା ବେଳେ ପାଖରେ ଯାଇଥିବା ବିଦ୍ୟୁତ ତାରକୁ ସେ ଧରି ପକାଇବାରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story