‘ଅଦିନିଆ ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଦିନିଆ ବର୍ଷାରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା। ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଧାନ ଫସଲ  ନଷ୍ଟ ହୋଇଛି ବୋଲି  ଡେପୁଟି SRC ପ୍ରଭାତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି।  ବାଲେଶ୍ୱର ଓ ବରଗଡ଼ରେ ଗଛ ପଡ଼ି ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ  ମୟୂରଭଞ୍ଜରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି।  ମୟୂରଭଞ୍ଜ ଜିଲ୍ଲାରେ ଘର ଭଙ୍ଗା ସହାୟତା ବାବଦରେ ୫ ଲକ୍ଷ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି।  ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ। ତେବେ ତୁରନ୍ତ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

ଡେପୁଟି SRC ପ୍ରଭାତ ମହାପାତ୍ର ଆଉ କ’ଣ କହୁଛନ୍ତି ଶୁଣନ୍ତୁ-

Ordigital Desk
• Published: Thursday, 03 May 2018
• Updated: 03 May 2018, 02:04 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଦିନିଆ ବର୍ଷାରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବରଗଡ଼ ଜିଲ୍ଲା। ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଧାନ ଫସଲ  ନଷ୍ଟ ହୋଇଛି ବୋଲି  ଡେପୁଟି SRC ପ୍ରଭାତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି।  ବାଲେଶ୍ୱର ଓ ବରଗଡ଼ରେ ଗଛ ପଡ଼ି ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ  ମୟୂରଭଞ୍ଜରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି।  ମୟୂରଭଞ୍ଜ ଜିଲ୍ଲାରେ ଘର ଭଙ୍ଗା ସହାୟତା ବାବଦରେ ୫ ଲକ୍ଷ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି।  ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ। ତେବେ ତୁରନ୍ତ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

ଡେପୁଟି SRC ପ୍ରଭାତ ମହାପାତ୍ର ଆଉ କ’ଣ କହୁଛନ୍ତି ଶୁଣନ୍ତୁ-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos