ବରଗଡ଼ରେ ଜୀବନ ହାରିଲେ ଚାଷୀ

ବରଗଡ: ବରଡ଼ରେ ପୁଣି ଚାଷୀ ଆତ୍ମହତ୍ୟା କରିଛନ୍ତି। ଗାଇସିଲଟ ବ୍ଲକ ମଲମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ହେଉଛି ଇନ୍ଦ୍ର ବରିହା। ମରୁଡ଼ିରେ ଫସଲ ହାନି ଯୋଗୁଁ ଗତ ରବିବାର ଇନ୍ଦ୍ର ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଗତକାଲି ରାତିରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମଲମୁଣ୍ଡା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 10:17 AM IST

Related story