ଡିସେମ୍ୱର ୨୩ରୁ ଜାନୁଆରୀ ୨ଯାଏଁ ବରଗଡ଼ ଧନୁଯାତ୍ରା

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ବାଜିଲା ବିଗୁଲ୍। ଏନେଇ ଆଜି ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି। ଡିସେମ୍ବର ୨୩ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ଜିଲ୍ଲାପାଳ ଏସମ୍ପର୍କରେ ସୂଚନା ଦେଇଛନ୍ତି। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁକ୍ତାକାଶ ରଙ୍ଗମଞ୍ଚରେ ମହାରାଜ କଂସଙ୍କ ରାଜୁତି ଚାଲିଥାଏ।

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 10:32 PM IST

Related story