ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ସମାବେଶକୁ ଆସିଥିବା ଶିଶୁର ମୃତ୍ୟୁ ଅଭିଯୋଗ

ବରଗଡ଼: ବରଗଡ଼ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶକୁ ଆସିଥିବା ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମାତ୍ର ଶିଶୁ ମୃତ୍ୟୁର କାରଣ ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଆଜି ୧୬ ନମ୍ୱର ୱାର୍ଡ଼ର ସବିତା ବାଗ ତାଙ୍କର ୫ ମାସର ଝିଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ବେଳେ ଧୂଳି ଉଡିବାରୁ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା […]

baragada-child

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 04:50 PM IST

ବରଗଡ଼: ବରଗଡ଼ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶକୁ ଆସିଥିବା ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମାତ୍ର ଶିଶୁ ମୃତ୍ୟୁର କାରଣ ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଆଜି ୧୬ ନମ୍ୱର ୱାର୍ଡ଼ର ସବିତା ବାଗ ତାଙ୍କର ୫ ମାସର ଝିଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ବେଳେ ଧୂଳି ଉଡିବାରୁ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ।

Related story