ବର୍ଷାପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ: ଭିଲିଆନ୍‌ କିଏ ?

ବେଙ୍ଗାଲୁରୁ (ଆଜମତୁଲାହ ସରିଫ) : ବେଙ୍ଗାଲୁରୁରେ ଓଡ଼ିଆ ବୋହୂଙ୍କ ରହସ୍ୟଜନକ ମୃତ୍ୟୁ । ମାଆ କହୁଛନ୍ତି ଝିଅକୁ ମାରିଦେଇଛନ୍ତି ସ୍ୱାମୀ, ଶାଶୂ ଓ ଶ୍ୱଶୁର । କିନ୍ତୁ ଶାଶୂ, ଶ୍ୱଶୁର କହୁଛନ୍ତି ବୋହୂ କରିଛି ଆତ୍ମହତ୍ୟା । ଏଭଳି ବାଦବିବାଦ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଡିଓ କ୍ଲିପ୍ । ଯେଉଁଥିରେ ସ୍ୱାମୀ, ଶାଶୂ ଏବଂ ଶ୍ୱଶୁରଙ୍କ ହିଂସ୍ରପଣିଆ ପଦାକୁ ଆସିଛି । ଝିଅ ପାଇଁ ମାଆର ହୃଦୟ ଫାଟି ଯାଉଛି। କାନ୍ଦୁଛି ପ୍ରାଣ, ମା’ ଟିଏ ଲୋଡୁଛି ଝିଅ ପାଇଁ ନ୍ୟାୟ । କାରଣ ୪ […]

b-9087

b-9087

Tapas Behera
  • Published: Wednesday, 25 December 2019
  • Updated: 25 December 2019, 08:41 PM IST

Sports

Latest News

ବେଙ୍ଗାଲୁରୁ (ଆଜମତୁଲାହ ସରିଫ) ବେଙ୍ଗାଲୁରୁରେ ଓଡ଼ିଆ ବୋହୂଙ୍କ ରହସ୍ୟଜନକ ମୃତ୍ୟୁ । ମାଆ କହୁଛନ୍ତି ଝିଅକୁ ମାରିଦେଇଛନ୍ତି ସ୍ୱାମୀଶାଶୂ ଓ ଶ୍ୱଶୁର । କିନ୍ତୁ ଶାଶୂଶ୍ୱଶୁର କହୁଛନ୍ତି ବୋହୂ କରିଛି ଆତ୍ମହତ୍ୟା । ଏଭଳି ବାଦବିବାଦ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଡିଓ କ୍ଲିପ୍ । ଯେଉଁଥିରେ ସ୍ୱାମୀଶାଶୂ ଏବଂ ଶ୍ୱଶୁରଙ୍କ ହିଂସ୍ରପଣିଆ ପଦାକୁ ଆସିଛି ।

ଝିଅ ପାଇଁ ମାଆର ହୃଦୟ ଫାଟି ଯାଉଛି। କାନ୍ଦୁଛି ପ୍ରାଣମା ଟିଏ ଲୋଡୁଛି ଝିଅ ପାଇଁ ନ୍ୟାୟ । କାରଣ ୪ ବର୍ଷ ତଳେ ପାଦ ରଖି ଯେଉଁ ପରିବାରକୁ ଆପଣାର କରିଥିଲା ଝିଅସେହି ପରିବାର ନେଇଛି ଝିଅର ଜୀବନ। ବେଙ୍ଗାଲୁରୁ ସ୍ଥିତ ଏକ କର୍ପୋରେଟ୍ ହାଉସ୍‌ରେ ସିନିୟର ଏକ୍‌ଜିକ୍ୟୁଟିଭ୍ ଭାବେ କାମ କରୁଥିବା ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ହତ୍ୟା କରିଛନ୍ତି ଶାଶୂଶ୍ୱଶୁର ଏବଂ ସ୍ୱାମୀ ।

ମାଆଙ୍କ ଅଭିଯୋଗଗତ ୨୦ ତାରିଖରେ ନିଜ ରୁମ୍‌ରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ୱାମୀ ଫୋନ୍‌ରେ ଜଣାଇଥିଲେ ପୁରୀରେ ରହୁଥିବା ଶାଶୂ ଶ୍ୱଶୁରଙ୍କୁ। ଖବର ପାଇ ଝିଅ ରହୁଥିବା ବେଙ୍ଗାଲୁରୁ ସ୍ଥିତ ମାଡ଼ିଭାଲା ଭିଲେଜ୍‌ରେ ପହଞ୍ଚିଥିଲେ ପରିବାର ଲୋକେ ।

ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଥିବାବେଳେ ଗଣମାଧ୍ୟମର ହସ୍ତଗତ ହୋଇଛି ମୃତ୍ୟୁ ପୂର୍ବର ଚାଞ୍ଚଲ୍ୟକର ଟେଲିଫୋନିକ୍ କଥାବାର୍ତ୍ତା । ମୃତ୍ୟୁ ପୂର୍ବରୁ ନିଜର ସାନ ଭଉଣୀ ସୁଚିସ୍ମିତାଙ୍କୁ କଲ୍ କରିଥିଲେ ବର୍ଷା । କହିଥିଲେ ତାଙ୍କ ମୁଣ୍ଡକୁ ମାରି ଫଟେଇ ଦେଇଛନ୍ତିଆଉ ସେ ବଞ୍ଚିବେନିପୁଅର ଦେଖାଶୁଣା କରିବ।

ଆକ୍ରମଣ ଅଭିଯୋଗକୁ କିନ୍ତୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ବୋହୂ ନିଜେ କବାଟ ବନ୍ଦ କରି ଆତ୍ମହତ୍ୟା କରିଛି ବୋଲି ସଫେଇ ଦେଇଛନ୍ତି ବର୍ଷାଙ୍କ ଶାଶୂ ଏବଂ ଶ୍ୱଶୁର।

ତେବେ କିଏ ସତ କହୁଛନ୍ତି ବର୍ଷାଙ୍କ ପରିବାର ଲୋକେ ନା ତାଙ୍କ ଶାଶୂ ଶ୍ୱଶୁର ଯଦି ଆତ୍ମହତ୍ୟା କରିଛନ୍ତି ବର୍ଷାତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏନେଇ ବେଙ୍ଗାଲୁରୁ ପୁଲିସ ଖୋଳତାଡ଼ ଜାରି ରଖିବା ସହ ବର୍ଷାଙ୍କ ସ୍ୱାମୀ ରତିକାନ୍ତ ରଥଶାଶୂ ପୁଷ୍ପାଞ୍ଜଳି ରଥଶ୍ୱଶୁର ଲାଲ୍‌ମୋହନ ରଥଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story