ବର୍ଷାସୋନୀ ଯୌତୁକ ନିର୍ଯ୍ୟାତନା: ପରିବାର କୋର୍ଟରେ ଦାୟର ହେଲା ଆଉ ଏକ ମାମଲା

ବାଲେଶ୍ୱର : ବାଲେଶ୍ୱର ପରିବାର ଅଦାଲତରେ ବର୍ଷାସୋନୀ ଚୌଧୁରୀଙ୍କ ଆଉ ଏକ ମିସ୍ କେସ ଦାୟର କରିଛନ୍ତି । ଅଭିଯୁକ୍ତ ସ୍ୱାମୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହି ଛି । ତେଣୁ ତାଙ୍କୁ ଭରଣପୋଷଣ ଦିଆଯାଉ ବୋଲି ଅଦାଲତଙ୍କ ଜରିଆରେ ସେ ନିବେଦନ କରିଛନ୍ତି । ତେବେ ଏ ନେଇ ରାଜାଶ୍ରୀଙ୍କ ଓକିଲ କହିବା କଥା ବର୍ଷାସୋନୀଙ୍କର ନାମରେ ଏନ୍ଓଜିଓ ରହିଛି ଓ ତାଙ୍କର ଘର ନିକଟରେ ଏକ କଲ୍ୟାଣମଣ୍ଡପ ରହିଛି । ଏହା ସହ […]

barshasoni

Rakesh Mallick
  • Published: Tuesday, 12 May 2015
  • , Updated: 12 May 2015, 05:26 AM IST

ବାଲେଶ୍ୱର : ବାଲେଶ୍ୱର ପରିବାର ଅଦାଲତରେ ବର୍ଷାସୋନୀ ଚୌଧୁରୀଙ୍କ ଆଉ ଏକ ମିସ୍ କେସ ଦାୟର କରିଛନ୍ତି । ଅଭିଯୁକ୍ତ ସ୍ୱାମୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହି ଛି । ତେଣୁ ତାଙ୍କୁ ଭରଣପୋଷଣ ଦିଆଯାଉ ବୋଲି ଅଦାଲତଙ୍କ ଜରିଆରେ ସେ ନିବେଦନ କରିଛନ୍ତି । ତେବେ ଏ ନେଇ ରାଜାଶ୍ରୀଙ୍କ ଓକିଲ କହିବା କଥା ବର୍ଷାସୋନୀଙ୍କର ନାମରେ ଏନ୍ଓଜିଓ ରହିଛି ଓ ତାଙ୍କର ଘର ନିକଟରେ ଏକ କଲ୍ୟାଣମଣ୍ଡପ ରହିଛି । ଏହା ସହ ଆଙ୍କରିଂ କରୁଛନ୍ତି । ତେଣୁ ତାଙ୍କୁ ରାଜାଶ୍ରୀଙ୍କ ପକ୍ଷରୁ ଭରଣପୋଷଣ ଦିଆଯିବା ଯୁକ୍ତି ସଙ୍ଗତ ନୁହେଁ ବୋଲି ସେ ଦର୍ଶାଇଛନ୍ତି । ସେପଟେ ରାଜାଶ୍ରୀ ପକ୍ଷରୁ ପରିବାର କୋର୍ଟରେ ଦାୟର ଛାଡପତ୍ର ମାମଲାର ଶୁଣାଣୀ ଗତକାଲି ହୋଇପାରିନାହିଁ । ଉଭୟ ପକ୍ଷରୁ ବାଲେଶ୍ୱର ପରିବାର ଅଦାଲତରେ ହାଜର ହୋଇଥିଲେ ହେଁ, ବିଚାରପତିଙ୍କ ଅନୁପସ୍ଥିତ ଯୋଗୁ ଶୁଣାଣୀ ହୋଇପାରିନଥିଲା।

Related story