ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। ସଚିବାଳୟରେ  ଚାଲିଛି ବୈଠକ। ନବୀନ ସରକାରଙ୍କ ଏକ ବର୍ଷ ପୁରିବା ଅବସରରେ ସବୁ ବିଭାଗର ସମୀକ୍ଷା କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଏହି କ୍ରମରେ ଆଜି ଚାଲିଛି  ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ସମୀକ୍ଷା। ବର୍ଷକ ଭିତରେ ବିଭାଗର ସଫଳତା ଓ ବିଫଳତା ନେଇ ଏଥିରେ ହେଉଛି ଆଲୋଚନା। ବୈଠକରେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଏବଂ ସଚିବ ଉପସ୍ଥିତ ଅଛନ୍ତି।

Naveen

Rakesh Mallick
  • Published: Friday, 29 May 2015
  • , Updated: 29 May 2015, 07:41 AM IST

Related story