ଅବତରଣ ବେଳେ ଏଆଇ୭୭ ବିମାନର ଚକା ଫାଟିଲା

ଭୁବନେଶ୍ୱର: ଭୁବନେଶ୍ୱର ଏୟାପୋର୍ଟରେ ଅବତରଣ ବେଳେ ଏଆଇ୭୭ ବିମାନର ଚକା ଫାଟିଯିବାରୁ ୧୫୭ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ବିମାନଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।

aeroplan

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 08:09 PM IST

Related story