ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ: ସ୍ପେଶାଲ ସ୍ଲାଇଡ୍‌ ଅପ୍‌ରେ ନାମ ଲେଖାଇ ପାରିବେ

<p>ଭୁବନେଶ୍ୱର:&nbsp; ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ। ଉଚ୍ଚ ଶିକ୍ଷା ବିଭାଗର ସ୍ଲାଇଡ୍ ଅପ୍ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀ ପୁଣି ଥରେ ନାମ ଲେଖାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପେଶାଲ ସ୍ଲାଇଡ ଅପ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ପୂର୍ବରୁ ମନୋନୀତ କରିଥିବା କଲେଜରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଦେଖାଇ ଆଡମିଶନ ନେଇପାରିବେ। କଲେଜରେ ସିଟ୍ ପୂରଣ ହୋଇଥିଲେ ଅତିରିକ୍ତ ସିଟରେ ଆଡମିଶନ ପାଇଁ&nbsp; ନିର୍ଦ୍ଦେଶ ରହିଛି।</p> <p>ସ୍ଲାଇଡ୍ ଅପ ନିୟମ ସମ୍ପର୍କରେ ଜାଣି ନ ପାରି ରାଜ୍ୟର ବିଭିନ୍ନ କଲେଜରେ&nbsp; ଛାତ୍ରଛାତ୍ରୀ ନାମଲେଖାରୁ ବାଦ୍ ପଡ଼ିଥିଲେ।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 09:06 AM IST

Sports

Latest News

<p>ଭୁବନେଶ୍ୱର:&nbsp; ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ। ଉଚ୍ଚ ଶିକ୍ଷା ବିଭାଗର ସ୍ଲାଇଡ୍ ଅପ୍ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀ ପୁଣି ଥରେ ନାମ ଲେଖାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପେଶାଲ ସ୍ଲାଇଡ ଅପ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ପୂର୍ବରୁ ମନୋନୀତ କରିଥିବା କଲେଜରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଦେଖାଇ ଆଡମିଶନ ନେଇପାରିବେ। କଲେଜରେ ସିଟ୍ ପୂରଣ ହୋଇଥିଲେ ଅତିରିକ୍ତ ସିଟରେ ଆଡମିଶନ ପାଇଁ&nbsp; ନିର୍ଦ୍ଦେଶ ରହିଛି।</p><p>ସ୍ଲାଇଡ୍ ଅପ ନିୟମ ସମ୍ପର୍କରେ ଜାଣି ନ ପାରି ରାଜ୍ୟର ବିଭିନ୍ନ କଲେଜରେ&nbsp; ଛାତ୍ରଛାତ୍ରୀ ନାମଲେଖାରୁ ବାଦ୍ ପଡ଼ିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos