ଭୁବନେଶ୍ୱର: ବସ୍ତି ପିଲାମାନଙ୍କ ଡ୍ୟାନ୍ସ ଓ ରାମ୍ପ ଶୋ’

ଭୁବନେଶ୍ୱର: ବସ୍ତି ପିଲାମାନଙ୍କ ଡ୍ୟାନ୍ସ ଓ ରାମ୍ପ ଶୋ’ ରାଜଧାନୀବାସୀଙ୍କ ମନ କିଣି ନେଇଛନ୍ତି। ସମାଜର ଅବହେଳିତ ପିଲାମାନଙ୍କୁ ନେଇ ‘ପରିଚୟ ଫାଉଣ୍ଡେସନ୍‌’ ପକ୍ଷରୁ ଏହି ଫେସନ୍‌ ଶୋ’ ଆୟୋଜିତ ହୋଇଥିଲା। ଏଥିରେ ବସ୍ତିରେ ରହୁଥିବା ଅବହେଳିତ ଓ ଗରିବ ଝିଅମାନେ ଯୋଗଦେଇ ରାମ୍ପରେ ଚାଲିଥିଲେ। ସେମାନଙ୍କ ସହ ଓଡ଼ିଶାର ଜଣାଶୁଣା ମହିଳା ସେଲିବ୍ରେଟି ମଧ୍ୟ ରାମ୍ପରେ ଚାଲିଥିଲେ। ଶେଷରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ ରାମ୍ପରେ ଆସିଥିଲେ। ପରେ ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ […]

parechaya-foundation12

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 10:07 PM IST

ଭୁବନେଶ୍ୱର: ବସ୍ତି ପିଲାମାନଙ୍କ ଡ୍ୟାନ୍ସ ଓ ରାମ୍ପ ଶୋ’ ରାଜଧାନୀବାସୀଙ୍କ ମନ କିଣି ନେଇଛନ୍ତି। ସମାଜର ଅବହେଳିତ ପିଲାମାନଙ୍କୁ ନେଇ ‘ପରିଚୟ ଫାଉଣ୍ଡେସନ୍‌’ ପକ୍ଷରୁ ଏହି ଫେସନ୍‌ ଶୋ’ ଆୟୋଜିତ ହୋଇଥିଲା। ଏଥିରେ ବସ୍ତିରେ ରହୁଥିବା ଅବହେଳିତ ଓ ଗରିବ ଝିଅମାନେ ଯୋଗଦେଇ ରାମ୍ପରେ ଚାଲିଥିଲେ। ସେମାନଙ୍କ ସହ ଓଡ଼ିଶାର ଜଣାଶୁଣା ମହିଳା ସେଲିବ୍ରେଟି ମଧ୍ୟ ରାମ୍ପରେ ଚାଲିଥିଲେ। ଶେଷରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ ରାମ୍ପରେ ଆସିଥିଲେ।

ପରେ ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲେ। ଅବହେଳିତ ଝିଅମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଏହି ଫ୍ୟାସନ୍‌ ଶୋ’ ଆୟୋଜିତ ହୋଇଥିଲା।

Related story