ଆଜି ବିଶ୍ୱ ଫିଜିଓଥେରାପି ଦିବସ: ଭୁବନେଶ୍ୱରରେ ସଚେତନତା ରାଲି

ଭୁବନେଶ୍ୱର: ଆଜି ବିଶ୍ୱ ଫିଜିଓଥେରାପି ଦିବସ। ଏହି ଅବସରରେ ଭୁବନେଶ୍ୱରରେ ଚାର୍ମ ପକ୍ଷରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ମେଦ ବହୁଳତା ଓ ବିଭିନ୍ନ ସଂକ୍ରମିତ ରୋଗର ପ୍ରତିକାର ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି। ଏଦିଗରେ ସଚେତନତା ବାର୍ତ୍ତା ନେଇ ହାତରେ ପ୍ଲାକାର୍ଡ ଧରି ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲିରେ ଯାଇଥିଲେ। ଏଥିରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହୋଇଥିଲେ।

bbsr

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 11:58 AM IST

ଭୁବନେଶ୍ୱର: ଆଜି ବିଶ୍ୱ ଫିଜିଓଥେରାପି ଦିବସ। ଏହି ଅବସରରେ ଭୁବନେଶ୍ୱରରେ ଚାର୍ମ ପକ୍ଷରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ମେଦ ବହୁଳତା ଓ ବିଭିନ୍ନ ସଂକ୍ରମିତ ରୋଗର ପ୍ରତିକାର ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି। ଏଦିଗରେ ସଚେତନତା ବାର୍ତ୍ତା ନେଇ ହାତରେ ପ୍ଲାକାର୍ଡ ଧରି ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲିରେ ଯାଇଥିଲେ।

ଏଥିରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହୋଇଥିଲେ।

Related story