ବେଆଇନ ଖଣି କାରବାର ମାମଲା: ଖଣି ଲିଜଧାରୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧିଙ୍କୁ ଇଡିର ଜେରା

ଭୁବନେଶ୍ୱର: ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧି ତଥା ତାଙ୍କ ପୁଅ ଅନୁରାଗ ପଟ୍ଟନାୟକଙ୍କୁ ଇଡି ପକ୍ଷରୁ ଜେରା କରାଯାଇଛି।  ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧି ପ୍ରବର୍ତ୍ତନ ନିଦ୍ଦେର୍ଶାଳୟକୁ କିଛି ଡକ୍ୟୁମେଣ୍ଟ ପ୍ରଦାନ କରିଛନ୍ତି। ତେବେ ଏଇ ଡକ୍ୟୁମେଣ୍ଟରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଦୀର୍ଘ ୭ ଘଣ୍ଟା ଧରି ଅନୁରାଗଙ୍କୁ ଇଡି ଜେରା କରିଥିଲେ । ଗତ ୯ ତାରିଖରେ ସିରାଜଉଦ୍ଦିନ ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ […]

indrtani

indrtani

Rakesh Mallick
  • Published: Monday, 20 July 2015
  • Updated: 20 July 2015, 01:26 PM IST

Sports

Latest News

ଭୁବନେଶ୍ୱର: ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧି ତଥା ତାଙ୍କ ପୁଅ ଅନୁରାଗ ପଟ୍ଟନାୟକଙ୍କୁ ଇଡି ପକ୍ଷରୁ ଜେରା କରାଯାଇଛି।  ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧି ପ୍ରବର୍ତ୍ତନ ନିଦ୍ଦେର୍ଶାଳୟକୁ କିଛି ଡକ୍ୟୁମେଣ୍ଟ ପ୍ରଦାନ କରିଛନ୍ତି। ତେବେ ଏଇ ଡକ୍ୟୁମେଣ୍ଟରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଦୀର୍ଘ ୭ ଘଣ୍ଟା ଧରି ଅନୁରାଗଙ୍କୁ ଇଡି ଜେରା କରିଥିଲେ । ଗତ ୯ ତାରିଖରେ ସିରାଜଉଦ୍ଦିନ ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ ସନାତନ ମହାଙ୍କୁଡଙ୍କ ଘରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ବା ଇଡି ଚଢାଉ କରିଥିଲା। ଏହାପରେ ୨ ଖଣି ସଂସ୍ଥା, ଟ୍ରାନ୍ସପୋର୍ଟ ଏଜେନସୀ କର୍ମକର୍ତ୍ତା ଓ କିଛି ସରକାରୀ ଅଧିକାରୀଙ୍କୁ ଜେରା ପାଇଁ ସମନ ଜାରି କରିଥିଲା ଇଡି। ୯ ତାରିଖରେ ଚଢାଉ ଅକ୍ଟୋବରରେ ସେଣ୍ଟ୍ରାଲ ଏମ୍ପପାୱାରଡ କମିଟି ବା ସିଇସି ଦେଇଥିବା ରିପୋର୍ଟ ଆଧାରରେ ହୋଇଥିବା ଚର୍ଚ୍ଚା ହୋଇଥିଲା। ରିପୋର୍ଟରେ ସିରାଜଉଦ୍ଦିନ ଓ ଇନ୍ଦ୍ରାଣୀ ପଟ୍ଟନାୟକ ସହ ବହୁ ଖଣିଙ୍କ କାରବାର ସମ୍ପର୍କରେ ଉଲ୍ଲେଖ କରିଥିଲେ।  ସିଇସିଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ସିରାଜଉଦ୍ଦିନ ମାଇନ୍ସର ରେଜିଂ କଣ୍ଟ୍ରାକଟର ଥିଲା ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍ ଲିମିଟେଡ୍। ତେବେ ରିପୋର୍ଟରେ ଦର୍ଶାଯାଇଛି ରେଜିଂ କଣ୍ଟ୍ରାକଟ ପାଇଁ ଯେଉଁ ଦର ଧାର୍ଯ୍ୟ ହୋଇଛି ତାହା ଅନ୍ୟ ଖଣିରୁ ଉତ୍ତୋଳନ ତୁଳନାରେ ଅସଧାରଣା ଭାବେ ଅଧିକ। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ରେଜିଂ କଣ୍ଟ୍ରାକଟ କେବଳ ସାଧାରଣ ବ୍ୟବସାୟୀକ କାରବାର ବୋଲି ଧରାଯିବ ନାହିଁ।

ପ୍ରବର୍ତ୍ତନ ନିଦ୍ଦେର୍ଶାଳ ବା ଇଡି ହେଉଛି ଆର୍ଥିକ କାରବାର ସଂପର୍କରେ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଥିବା ଏକ ଏଜେନ୍ସୀ। ଏହା କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଅଧୀନରେ ରହିଛି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ହେଉଥିବା ବିଭିନ୍ନ ଅପରାଧର ତଦନ୍ତ ହେଉଛି ଇଡିର ପ୍ରମୁଖ କାମ । ତେଣୁ ଇଡି ଚଢାଉ ପରେ ଏବେ ଜେରା ଆରମ୍ଭ କରିଛି। ତେବେ ଆଗକୁ କିଏ ଜେରାର ସମ୍ମୁଖୀନ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଇଡିର ଜେରା ପରେ ଅନୁରାଗ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ଆକାଉଣ୍ଟ ବିଷୟରେ ଇଡି ଅଧିକାରୀମାନେ ପଚାରି ଥିଲେ । ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀରେ ମୁଁ ସେମିତି କିଛି ନାହିଁ। ମୁଁ ଅଲ ଟ୍ରେଡ କମ୍ପାନୀର ଡାଇରେକ୍ଟର ଅଛି । ମୋ କମ୍ପାନୀ ବିଷୟରେ ପଚରାଯାଇଥିଲା । ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀ ସହ ଅଲ ଟ୍ରେଡର କୌଣସି ସମ୍ପର୍କ ନାହିଁ ବୋଲି ଅନୁରାଗ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story