କୋରାପୁଟ ସହରରେ ଭାଲୁ
କୋରାପୁଟ: କୋରାପୁଟ ସହରରେ ଭାଲୁ ଆତଙ୍କ। ଭାଲୁଟି ଗତ ୪ଦିନ ହେଲାଣି ସହର ଭିତରେ ଘୁରି ବୁଲୁଥିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି।ଗତକାଲି ରାତିରେ ଟାଉନ ଥାନା ଓ ବସଷ୍ଟାଣ୍ଡ ନିକଟକୁ ଭାଲୁଟି ପଶି ଆସିଥିଲା। ତାକୁ କାବୁ କରିବା ପାଇଁ ପୋଲିସ୍ ଓ ଜଙ୍ଗଲ ବିଭାଗ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ଟ୍ରାଙ୍କୁଲାଇଜର ଯୋଗେ ଭାଲୁକୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଜାରି ରହିଛି।
କୋରାପୁଟ ସହରରେ ଭାଲୁ #Odisha #Bears https://t.co/YdKPd0tydU pic.twitter.com/FaDW3D4V2P
— Odisha Reporter (@OdishaReporter) September 8, 2016
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।