କୂଅକୁ ଖସିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର(ଅଭୟ ପତି ): ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ କୂଅ ଭିତରକୁ ଏକ ଭାଲୁ  ଖସି ପଡ଼ିଛି । ସୁକିନ୍ଦାର ହାଟସାହିରେ ଗତକାଲି ରାତିଠୁ ଭାଲୁଟି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଭିତରେ ଭାଲୁ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଭାଲୁଟି ଏହାପରେ ଗାଁର ଏକ କୂଅ ଭିତରକୁ ଖସି ପଡ଼ିଛି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି ।

bhalu-1..

Niharika Rout
  • Published: Wednesday, 31 July 2019
  • , Updated: 31 July 2019, 11:23 AM IST

ଯାଜପୁର(ଅଭୟ ପତି ): ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ କୂଅ ଭିତରକୁ ଏକ ଭାଲୁ  ଖସି ପଡ଼ିଛି । ସୁକିନ୍ଦାର ହାଟସାହିରେ ଗତକାଲି ରାତିଠୁ ଭାଲୁଟି ଆତଙ୍କ ସୃଷ୍ଟି କରିଥିଲା ।

ଗାଁ ଭିତରେ ଭାଲୁ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଭାଲୁଟି ଏହାପରେ ଗାଁର ଏକ କୂଅ ଭିତରକୁ ଖସି ପଡ଼ିଛି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି ।

Related story